ଜ୍ଞାନେନ୍ଦ୍ରିୟ Jn̄ānendriya
- ସଂ. ବି. ( 6 ଷ୍ଠୀ ତତ୍; ଜ୍ଞାନ+ଇନ୍ଦ୍ରିୟ) — (ହିନ୍ଦୁ ଶାସ୍ତ୍ରନୁସାରେ) ବାହ୍ୟବସ୍ତୁକୁ ଜାଣି ପାରିବା ନିମନ୍ତେ ଶରୀରର ଇନ୍ଦ୍ରିୟସକଳ; ଶରୀରସ୍ଥ ପଞ୍ଚେନ୍ଦ୍ରିୟ (ଯଥା—ଚକ୍ଷୁ, କର୍ଣ୍ଣ, ନାସିକା ଜିହ୍ୱା ଓ ତ୍ୱକ୍) — The organs of perception or sensation, (numbering 5 according to Hindu philosophy, viz. 1. The Eye or the organ of sight; 2. The Ear or the organ of hearing; 3. The Nose or the organ of smellling; 4. The Tongue or the organ of taste; 5. The Skin or the organ of touch.)