ଜ୍ଞାନରାଜ Jn̄āna-rāja

  • ସଂ. ବି (ନାମ) — 'ସିଦ୍ଧାନ୍ତସୁନ୍ଦର' ନାମକ ଜ୍ୟୋତିଷ ଗ୍ରନ୍ଥର ପ୍ରଣେତା — The name of the author of the Sanscrit astrological book 'Siddhānta Sundara'
  • ସଂ. ବି (ନାମ) — [ଦ୍ର—ଏହାଙ୍କ ବଂଶ ଦୈବଜ୍ଞ; ଗୋଦାବରୀ ଓ ବିଦର୍ଭନଦୀ ଦ୍ୱୟର ସଙ୍ଗମ ସ୍ଥଳରେ ଏହାଙ୍କର ବାସସ୍ଥାନ ଥିଲା।]