ଜ୍ଞାନଯୋଗ Jn̄āna-j̄oga

  • ସଂ. ବି (ଜ୍ଞାନ+ଯୋଗ; ରୂପକ କର୍ମଧା) — ଆତ୍ମତତ୍ତ୍ୱ— ଜ୍ଞାନ ଲାଭ କରିବାର ଶାସ୍ତ୍ରନିର୍ଦ୍ଦିଷ୍ଟ ପ୍ରଣାଳୀ ବା ମାର୍ଗ — Contemplative devotion; the way to salvation through the attainment of higher knowledge
  • ସଂ. ବି (ଜ୍ଞାନ+ଯୋଗ; ରୂପକ କର୍ମଧା) — ( 7 ମୀ ତତ୍) ଜ୍ଞାନ ସଙ୍ଗେ ସମ୍ବନ୍ଧ — (7ମୀ ତତ୍) ଜ୍ଞାନ ସଙ୍ଗେ ସମ୍ବନ୍ଧ— . Connection with wisdom