ଜ୍ଞାନମିଶ୍ରା ଭକ୍ତି Jn̄āna-miṡrā bhakti

  • ସଂ. ଦେ. ବି — (ଭକ୍ତି ତଳେ ନୋଟ (ଦେଖ) — See notes under Bhakti.)
  • ସଂ. ଦେ. ବି — ଯେଉଁ ଭକ୍ତି ଲାଭ କରିବା ପାଇଁ ତତ୍ତ୍ୱଜ୍ଞାନର ସାଧନ କରା ଯାଏ — Devotion to be attained by the pursuit of pure knowledge