ଜ୍ଞାନବୀଜ Jn̄āna-bīja

  • ସଂ. ବି (ଜ୍ଞାନ ରୂପକ ବୀଜ, ରୂପକ କର୍ମଧା) — ଜ୍ଞାନରୂପ ମଞ୍ଜି; ଶିଷ୍ୟ ଜ୍ଞାନଲାଭ କରିବା ନିମନ୍ତେ ଗୁରୁଙ୍କଦ୍ୱାରା ଦିଆଯିବା ପ୍ରଥମ ଶିକ୍ଷା — The seeds of knowledge; rudiments of knowledge