ଜ୍ଞାନବନ୍ତା Jn̄ānabantā

  • ଦେ. (ପଦ୍ଯ) ବିଣ (ସଂ. ଜ୍ଞାନବତ୍) — ଜ୍ଞାନବାନ୍ (ଦେଖ) — Jn̄ānabān (See)
  • ଦେ. (ପଦ୍ଯ) ବିଣ (ସଂ. ଜ୍ଞାନବତ୍) — ଏହି ସକାଶରୁଟି କୁମାରଙ୍କ ପିତା ବୋଲୁଛନ୍ତି ସ୍କନ୍ଦେ ଯେ ଅତି ଜ୍ଞାନବନ୍ତା—କୃଷ୍ଣସିଂହ, ମହାଭାରତ, ବନ।