ଜ୍ଞାନଦାସ Jn̄āna-dāsa

  • ଦେ. ବି (ବ୍ୟଙ୍ଗୋକ୍ତି) — ବେତ୍ରାଦି; (ଯାହାର ପ୍ରହାର ଦ୍ୱାରା ବାଳକ ବା ଶିଷ୍ୟ ବା ଅପରାଧୀର ଚୈତନ୍ୟ ଉଦୟ ହୁଏ); ଚଇତନ ଦାସ — Thrashing cane (ironically)
  • ଦେ. ବି (ବ୍ୟଙ୍ଗୋକ୍ତି) — (ଯଥା—ପିଲାମାନେ ପାଠରେ ମନ ଦେଉ ନାହାନ୍ତି, ଜ୍ଞାନ— ଦାସେ ବାହାରିଲେ ସମସ୍ତେ ପାଠରେ ଲାଗିଯିବେ=ଅର୍ଥାତ୍ ବେତ ବାହାରିଲେ ସମସ୍ତେ ଡରରେ ପଢ଼ିବସିବେ।)