ଜ୍ଞାନଚକ୍ଷୁଃ Jn̄āna-chakshuḥ

  • ସଂ. ବି. (ଜ୍ଞାନ+ଚକ୍ଷୁଃ; ଜ୍ଞାନ ରୂପକ ଚକ୍ଷୁଃ=ରୂପକ କର୍ମଧା) — ବୋଧଶକ୍ତି (ଯାହାକୁ ମନୁଷ୍ୟର ଚକ୍ଷୁ ସଙ୍ଗେ ତୁଳନା କରାଯାଇ ଥାଏ) — Mind's eye; inner perception; the eye of intelligence
  • ସଂ. ବିଣ. (ବହୁବ୍ରୀହି) — ବେଦଜ୍ଞାନରୂପ ନେତ୍ରବିଶିଷ୍ଟ (ବ୍ଯକ୍ତି) — A person who is versed in the Bedas