ଜ୍ଞାନଗମ୍ୟ Jn̄āna-gamya

  • ସଂ. ବିଣ. ( 3 ୟା ତତ୍; ଜ୍ଞାନ+ଗମ୍ୟ) — ବୋଧଗମ୍ୟ; ଜ୍ଞେୟ — Knowable; capable of being known or understood
  • ସଂ. ବିଣ. ( 3 ୟା ତତ୍; ଜ୍ଞାନ+ଗମ୍ୟ) — ଯାହା ବୁଝାଯାଇ ପାରେ — Comprehensible