ଜ୍ଞାନକୃତ ପାପ Jn̄āna-kṛuta pāpa

  • ସଂ. ବି. (କର୍ମଧା; ଜ୍ଞାନକୃତ+ପାପ) — ଯେଉଁ ପାପକୁ ପୂର୍ବରୁ ପାପ ବୋଲି ଜାଣି ଶୁଣି ମନୁଷ୍ୟ ଆଚରଣ କରିଥାଏ — Sinful acts of commission