ଜ୍ଞାନକୃତ ନରହତ୍ୟା Jn̄āna-kṛuta narahatyā

  • ସଂ. ବି — ଜାଣି ଶୁଣି ମନୁଷ୍ୟ ମାରିବାର (ହତ୍ୟା କରିବାର) ଉଦ୍ଦେଶ୍ୟରେ ମାରିବା — Culpable homicide
  • ସଂ. ବି — [ଦ୍ର—ଏହି ଅପରାଧର ବର୍ଣ୍ଣନା ଓ ସଂଜ୍ଞା ଭାରତୀୟ ଦଣ୍ଡବିଧି ଆଇନର 299 ଓ 3 ଦଫାରେ ଦିଆଯାଇ ଅଛି।] — [ଦ୍ର—ଏହି ଅପରାଧର ବର୍ଣ୍ଣନା ଓ ସଂଜ୍ଞା ଭାରତୀୟ ଦଣ୍ଡବିଧି ଆଇନର299ଓ3ଦଫାରେ ଦିଆଯାଇ ଅଛି]