ଜ୍ଞାନ ହେବା Jn̄āna hebā

  • ଦେ. କ୍ରି — ଜଣାଯିବା — Seeming appearing
  • ଦେ. କ୍ରି — ଚୈତନ୍ୟ ଉଦୟ ହେବା — Becoming conscious
  • ଦେ. କ୍ରି — (ବାଳକ ବାଳିକାଙ୍କ) ବୟଃପ୍ରାପ୍ତ ହେବା; ପ୍ରଥମ ଯୌବନରେ ପଦାର୍ପଣ କରିବା — Attainment of the age of discretion or maturity; stepping into adolescence