ଜ୍ଞାନ ଭ୍ରଷ୍ଟ Jn̄āna-bhrashṭa

  • ସଂ. ବିଣ. ପୁଂ (ବହୁବ୍ରୀହି) — ଯାହାର ଜ୍ଞାନଭ୍ରଂଶ ଘଟିଅଛି — One who has lost balance of mind
  • ସଂ. ବିଣ. ପୁଂ (ବହୁବ୍ରୀହି) — ପାଗଳ; ବାତୁଳ — Mad
  • ସଂ. ବିଣ. ପୁଂ (ବହୁବ୍ରୀହି) — ହିତାହିତ ବିବେଚନାଶୂନ୍ଯ — Devoid of discrimination