ଜ୍ଞାନ ବୁଡ଼ାଇବା Jn̄āna-buṟḍ̠āibā

  • ଦେ. କ୍ରି — ବିବେକ ବା ଧୈର୍ଯ୍ୟକୁ ଲୋପ କରିବା — To cause one to lose patience or balance of mind
  • ଦେ. କ୍ରି — ବିମୁଗ୍ଧ କରିବା — To captivate
  • ଦେ. କ୍ରି — ଡୋଳା ଜ୍ଞାନ ବୁଡ଼ାଇବ, ଶିଳୀମୁଖ ଚଳିବା ଶୋଭାକୁ ଛଡ଼ାଇବ। ଉପେନ୍ଦ୍ରଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।