ଜ୍ଞାନ କରିବା Jn̄āna karibā
- ଦେ. କ୍ରି — ବିଚାର କରିବା — To consider
- ଦେ. କ୍ରି — ଖାତିରି କରିବା; ସମ୍ମାନ କରିବା; ଗଉର କରିବା — To regard; to look up with respect
- ଦେ. କ୍ରି — ଭ୍ରୁକ୍ଷେପ କରିବା — To care; to have regard for
- ଦେ. କ୍ରି — ଚେତିବା; ସାବଧାନ ହେବା — To take care; to beware
- ଦେ. କ୍ରି — ସ୍ମରଣ କରିବା — To remember