ଜୋଡ଼ି ମହୁରି Joṟḍ̠i mahuri

  • ଦେ. ବି. — ଜୋଡ଼ା ମହୁରି; ଜଣେ ଲୋକ ଏକ ସମୟରେ ଏକତ୍ର ବଜାଇବା ଦୁଇଟି ମହୁରି ବା କାହାଳୀ — A double-trumpet blown by one person simultaneously