ଜୋଡ଼ି ନାଗରା Joṟḍ̠i nāgarā

  • ଦେ. ବି — ଏକ ସମୟରେ ଜଣେ ବାଦକର ଦୁଇହାତ— ଦ୍ୱାରା ବାଦିତ ହାଣ୍ଡି ଆକୃତିର ଆନନ୍ଧ ବାଦ୍ୟଦ୍ୱୟ — A musical instrument consisting of two cup-shaped drums sounded simultaniously by both the hands of the drummer