ଜୋଡ଼ାଇବା Joṟḍ̠āibā

  • ଦେ. କ୍ରି. (ସଂ. ଯୁଜ ଧାତୁ; ସଂ. ଜୁଡ଼ ଧାତୁ) — ଅନ୍ଯ ଦ୍ୱାରା ଜୋଡ଼ିବା କ୍ରିୟା କରାଇବା — To cause to join
  • ଦେ. କ୍ରି. (ସଂ. ଯୁଜ ଧାତୁ; ସଂ. ଜୁଡ଼ ଧାତୁ) — ଦୁଇ ଜନ୍ତୁଙ୍କୁ ଏକତ୍ର ସଙ୍ଗମ କରାଇବା — To cause two animals to pair
  • ଦେ. କ୍ରି. (ସଂ. ଯୁଜ ଧାତୁ; ସଂ. ଜୁଡ଼ ଧାତୁ) — ଜୋଡ଼ାଜୋଡ଼ା କରି ସଜ୍ଜିତ କରିବା — To arrange in pairs
  • ଦେ. କ୍ରି. (ସଂ. ଯୁଜ ଧାତୁ; ସଂ. ଜୁଡ଼ ଧାତୁ) — ଜୋଡ଼ିବା — To join together