ଜୋଡ଼ା ମସାଲ Joṟḍ̠ā masāla

  • ଦେ. ବି — ରାଜା ଆଦିଙ୍କ ଗହଣରେ ବାମ ଓ ଦକ୍ଷିଣ ପାଖରେ ଜଳା ଯାଉଥିବା ମସାଲ ବା ଦିହୁଡ଼ି — Two torches lighted on both (right and left) sides of a Raja or a Deity in procession
  • ଦେ. ବି — ଦୁଇ ଶାଖା ଥିବା ମସାଲ — Two torches attached to one handle