ଜୋଡ଼ହସ୍ତ Joṟḍ̠ahasta

  • ଦେ. ବି. (ସଂ. ଯୁକ୍ତହସ୍ତ) — ପ୍ରାର୍ଥନା କରିବା ଉପ— ଲକ୍ଷରେ ଦୁଇ ହାତର ଅଞ୍ଜଳିବନ୍ଧନ; ହାତ ଜୋଡ଼ିବା; ଅଞ୍ଜଳିବନ୍ଧନ — Folding together of the palms of both hands (in supplication)
  • ବିଣ — ଦୁଇହାତ ଜୋଡ଼ିଥିବା; କୃତାଞ୍ଜଳି — With palms folded