ଜୋଡ଼ ବିଜୋଡ଼ Joṟḍ̠a bijoṟḍ̠a
- ଦେ. ବିଣ. (ବିପରୀତାର୍ଥକ ଶବ୍ଦ ଦ୍ୱୟ) — ଜୋଡ଼ାଜୋଡ଼ା ହୋଇ ନ ଥିବା; ଏକ ଜୋଡ଼ାର ଗୋଟିଏ ବସ୍ତୁ ଅନ୍ଯ ଜୋଡ଼ାର ବସ୍ତୁ ସଙ୍ଗେ ରଖା ଯାଇଥିବା — Not arranged in pairs; not symmetrically arranged
- ଦେ. ବିଣ. (ବିପରୀତାର୍ଥକ ଶବ୍ଦ ଦ୍ୱୟ) — ସମ ଓ ଅସମ (ବସ୍ତୁ) — Odd and even (things)
- ଦେ. ବିଣ. (ବିପରୀତାର୍ଥକ ଶବ୍ଦ ଦ୍ୱୟ) — ଅସମ — Incongruous; dissimilar; unsymmetrical