ଜୋହୁକୁମ୍ Jo hukum

  • ବୈଦେ. ଅ. — ଆପଣ ଯାହା କହିଲେ ତାହା ମୋର ଶିରୋଧାର୍ଯ୍ୟ; ଆଜ୍ଞା ହଁ! — A phrase meaning 'as you please'
  • ବୈଦେ ବିଣ. — ଯେ ଉପରିସ୍ଥ ବ୍ଯକ୍ତିଙ୍କ ମନ ରକ୍ଷା କରିବା ପାଇଁ ସବୁ କାର୍ଯ୍ୟରେ ଓ କଥାରେ ହାଁଜୀ ହାଁଜୀ କରେ, ଅର୍ଥାତ୍ ତାଙ୍କର ଅନ୍ଯାୟ କଥାକୁ ମଧ୍ୟ ସମର୍ଥନ କରେ — A toad-eater; a fawning sycophant