ଜୋର ପାଇବା Jora pāibā

  • ଦେ. ବି — ସମଧିକ ବଳଲାଭ କରିବା — Gaining of sufficient strength
  • ଦେ. ବି — (ଯଥା— 6 ମାସ ଜରରେ ପଡ଼ି ବର୍ତ୍ତମାନ ଚାଲିବାକୁ ମୋର ଜୋର ପାଉନାହିଁ।) — (ଯଥା—6ମାସ ଜରରେ ପଡ଼ି ବର୍ତ୍ତମାନ ଚାଲିବାକୁ ମୋର ଜୋର ପାଉନାହିଁ)
  • ଦେ. ବି — ନିଜର କୌଣସି କାର୍ଯ୍ୟ—ସାଧନୋପଯୋଗୀ ବଳ ବା ଦାବୀ ଥିବାର ଅନୁମାନ ହେବା — Having a claim of right in respect of a certain person or matter; considering oneself able to do a thing
  • ଦେ. ବି — (ଯଥା—ତାକୁ ଏଠାକୁ ଡାକି ଆଣିବାକୁ ମୋର ଜୋର ପାଉଛି; ତାକୁ ଏ ଚାକିରି ଖଣ୍ଡକ ପାଇଁ ଅନୁରୋଧ କରିବାକୁ ମୋର ଜୋର ପାଉଛି।)