ଜୋର ଦେବା Jora debā
- ଦେ. କ୍ରି — କୌଣସି ଅଙ୍ଗ ବା ଦ୍ରବ୍ୟ ଉପରେ)— ଆପଣାର ଭାରକୁ ନ୍ୟସ୍ତ କରିବା — To rest one's weight on (a thing or a limb)
- ଦେ. କ୍ରି — (ଯଥା—ଦେଖ୍, କାଦୁଆ ଭୁଇଁରେ ଗତି କଲାବେଳେ ବାଡ଼ି ଉପରେ ଖୁବ୍ ଜୋର ଦେଇ ଚାଲୁଥିବୁ।)
- ଦେ. କ୍ରି — କହିଲାବେଳେ କୌଣସି କଥା ବା ବିଷୟ ଉପରେ)— ଗୁରୁତ୍ୱ ଦେବା — To put emphasis (on a particular word or subject)
- ଦେ. କ୍ରି — (ଯଥା—କହିଲାବେଳେ ଅମୁକ ବିଷୟ ଉପରେ ଟିକିଏ ଜୋର ଦେଇ ନ କହିଲେ ତାର ଗୁରୁତ୍ୱ କ ବୁଝା ପଡ଼ିବ ନାହିଁ।)