ଜୋର କରିବା Jora karibā

  • ଦେ. କ୍ରି — ବଳପ୍ରୟୋଗ କରିବା — To use force
  • ଦେ. କ୍ରି — ବଳପୂର୍ବକ ବାଧ୍ୟ କରିବା — To compel by use of force
  • ଦେ. କ୍ରି — ବଳପ୍ରୟୋଗ ଲୋଡ଼ିବା — 3. To require use of force
  • ଦେ. କ୍ରି — ବିଶେଷ ପ୍ରଯତ୍ନ କରିବା — To strive hard