ଜୋତ୍ରବିହୀନ Jotra-bihīna;

  • ଦେ. ବିଣ — ସମ୍ପତ୍ତିହୀନ; ଅତ୍ୟନ୍ତ ଗରିବ; ସଙ୍ଗତିହୀନ — Very poor; indigent; having no property or assets
  • ଦେ. ବିଣ — ଯେଉଁ ବ୍ଯକ୍ତିର ଦେଣା ପରିଶୋଧ ପରିବା ସକାଶେ ସମ୍ପତ୍ତି ଅଣ୍ଟେ ନାହିଁ; ଦେବାଲିୟା — Insolvent