ଜୋତେଇବା Joteibā

  • ଦେ. କ୍ରି. (ସଂ. ଯୋଜନା) — ଜୋତିବା କ୍ରିୟାର ପ୍ରୟୋଜକ ରୂପ — Causative form of Jotaibā
  • ଦେ. କ୍ରି. (ସଂ. ଯୋଜନା) — ଜୋତାରେ ପ୍ରହାର କରିବା — To beat with shoes