ଜୋତା ଉଠେଇବା Jotā utheibā
- ଦେ. କ୍ରି — ଜୋତାରେ ମାଡ଼ ଦେବାକୁ ତିଆରି ହେବା; ଜୋତା ଦ୍ୱାରା ଅପରକୁ ଆଘାତ କରିବାକୁ ଉଦ୍ୟତ ହେବା — To be ready to give a shoe-beating
- ଦେ. କ୍ରି — ଅପରର ପିନ୍ଧିବା ଜୋତାକୁ ଉଠାଇବା ରୂପେ ନୀଚ ଭୃତ୍ୟକର୍ମ କରିବା — To do another's menial works, such as removing his shoes