ଜୋତ ଆବାଦ କରିବା Jota ābāda karibā

  • ଦେ. କ୍ରି — ଭୂମି ଚାଷ କରିବା — To cultivate arable land
  • ଦେ. କ୍ରି — ରଇତି ବୃତ୍ତିକୁ (ପ୍ରଜା) କର୍ଷଣ କରିବା; ରଇତରୂପେ ଜମି ଚାଷ କରିବା — To cultivate a holding as a tenant