ଜୋଟ୍ ଖାଇବା Joṭ khāibā

  • ଦେ. କ୍ରି (ସଂ. ଯୋଟକ; ସଂ. ଜୁଟ ଧାତୁ) — ବହୁ ପଦାର୍ଥ ଏକତ୍ର ଘନଭାବରେ ମିଳିଯିବା;
  • ଦେ. କ୍ରି (ସଂ. ଯୋଟକ; ସଂ. ଜୁଟ ଧାତୁ) — ଜୋଟ ପଡ଼ିବା, ଜୋଟ୍ ଲାଗିବା —ଅନ୍ଯରୂପ — ଜୋଟ ପଡ଼ିବା, ଜୋଟ୍ ଲାଗିବା—ଅନ୍ଯରୂପ
  • ଦେ. କ୍ରି (ସଂ. ଯୋଟକ; ସଂ. ଜୁଟ ଧାତୁ) — (ଜୋଟ୍ ଖୁଆଇବା; ଜୋଟ୍ ଖୋଇବା—ଣିଜନ୍ତରୂପ) ଅଭିନ୍ନଭାବରେ ମିଳିତ ହେବା — 1. To be intimately mixed together; to exactly tally with each other
  • ଦେ. କ୍ରି (ସଂ. ଯୋଟକ; ସଂ. ଜୁଟ ଧାତୁ) — ସ୍ତ୍ରୀ ପୁରୁଷ ସଙ୍ଗମ ଦ୍ୱାରା ସମ୍ମିଳିତ ହେବା — To be joined together in the act of copulation; to cohabit
  • ଦେ. କ୍ରି (ସଂ. ଯୋଟକ; ସଂ. ଜୁଟ ଧାତୁ) — ବିପରୀତ ଦିଗରୁ ଆସି ପରସ୍ପର ହାବୁଡ଼ିଯିବା — To meet each other by coming from opposite direction
  • ଦେ. କ୍ରି (ସଂ. ଯୋଟକ; ସଂ. ଜୁଟ ଧାତୁ) — (ଦୁଇ ଜଣଙ୍କ ମତ) ଏକ ହେବା — (the opinions of two persons) To agree with each other