ଜୋଟ ବାନ୍ଧିବା Joṭa bāndhibā

  • ଦେ. କ୍ରି — (ବହୁ ପଦାର୍ଥ ବା ଜୀବ) ଏକତ୍ର ହେବା — To collect into a crowd or mass
  • ଦେ. କ୍ରି — (ଦୁଇ ଜୀବ) ସଙ୍ଗମାର୍ଥ ଏକତ୍ର ହେବା — To form into a couple; to pair
  • ଦେ. କ୍ରି — ଘନୀଭୂତ ହେବା — To conglomerate