ଜୋଗାଡ଼ିବା Jogāṟḍ̠ibā

  • ଦେ. କ୍ରି — କୌଣସି କାର୍ଯ୍ୟ ପାଇଁ ସମସ୍ତ ଉପକରଣ ପ୍ରସ୍ତୁତ କରି ରଖିବା — To keep every material ready
  • ଦେ. କ୍ରି — ଯୋଗାଡ଼ କରିବା; ବ୍ଯବସ୍ଥା କରିବା — To make arrangements
  • ଦେ. କ୍ରି — ରନ୍ଧନ ଆରମ୍ଭ କରିବା ପୂର୍ବରୁ ପ୍ରୟୋଜନୀୟ ଯାବତୀୟ ବନ୍ଧନସାମଗ୍ରୀ କଟା ବଟା ଇତ୍ୟାଦି କରି ପ୍ରସ୍ତୁତ କରି ରଖିବା — To dress for cooking; to keep all the materials ready for cooking
  • ଦେ. କ୍ରି — ତରକାରି ଆଦି ନିମନ୍ତେ ଯଥାଯଥ ଉପକରଣ ପାକ— ହାଣ୍ଡିରେ ଏକତ୍ର ଅଜାଡ଼ିବା — To pour the different necessary ingredients into the cooking pot