ଜୋଗାଜୋଗ Jogājoga
- ଦେ. ବି. (କଚିରିଆ ଭାଷା; ସଂ. ଯୋଗ+ବିପରୀତାର୍ଥକ କିନ୍ତୁ ଏକାର୍ଥକ ସହଚରୂପେ ବ୍ଯବହୃତ ଅଯୋଗ) — ଏକଯୋଗ — Conjunction
- ଦେ. ବି. (କଚିରିଆ ଭାଷା; ସଂ. ଯୋଗ+ବିପରୀତାର୍ଥକ କିନ୍ତୁ ଏକାର୍ଥକ ସହଚରୂପେ ବ୍ଯବହୃତ ଅଯୋଗ) — ଏକମେଳ; ଜୋଗସାଜସ — Collusion
- ଦେ. ବି. (କଚିରିଆ ଭାଷା; ସଂ. ଯୋଗ+ବିପରୀତାର୍ଥକ କିନ୍ତୁ ଏକାର୍ଥକ ସହଚରୂପେ ବ୍ଯବହୃତ ଅଯୋଗ) — ସୁଯୋଗ; ସୁବିଧା — Opportunity