ଜୋଗସାଜସ Joga-sājasa

  • ଦେ. ବି. (ସଂ. ଯୋଗ+ଫା. ସାଜିସ୍=ମେଳ; କଚିରିଆ ଶବ୍ଦ) — ଏକମେଳ; ଶହ୍ଲା (ମନ୍ଦ ଅର୍ଥରେ) — Collusion
  • ବିଣ — ମେଳ ବାନ୍ଧି କରାଯିବା (କର୍ମ) — Collusive (etc)