ଜୋଗଣିବା Jogaṇibā

  • ଦେ. କ୍ରି—(ସଂ. ଯୋଜନ) ରାଜାଙ୍କର ଜୋଗଣ ସାମଗ୍ରୀ ସଂଗ୍ରହ ବା ପ୍ରସ୍ତୁତ କରିବା — To gather together or keep ready the victuals of a Rājā
  • ଦେ. କ୍ରି—(ସଂ. ଯୋଜନ) ପାଚକ ନିକଟରେ କଟା ପରିବା ଓ ବଟା ମସଲା, ଚାଉଳ ଓ ଡାଲି ଯୋଗାଇବା — To supply articles to the cook in the kitchen