ଜୋଗଣାହାରୀ Jogaṇāhārī

  • ଦେ. ବି — ରାଜାଙ୍କ ପାଚକ — Rājā's cook
  • ଦେ. ବି — ଜଗନ୍ନାଥ ମହାପ୍ରଭୁଙ୍କ ସେବକବିଶେଷ; ଯେଉଁ ବ୍ଯକ୍ତି ସୁଆର ବା ପାଚକମାନଙ୍କୁ କଟା ପରିବା, ବଟା ମସଲା ଆଦି ଯୋଗାଏ — A class of sebakas of the Deity Jagannath of Puri who supply cooking materials to the cooks