ଜୋଗଣଲାଗି Jogaṇa-lāgi

  • ଦେ. ବିଣ. (ରାଜାଙ୍କ ପ୍ରତି ବ୍ଯବହୃତ ଶବ୍ଦ) — ଭୋଜନରେ ବ୍ୟାପୃତ — Engaged in taking food
  • ଦେ. ବିଣ. (ରାଜାଙ୍କ ପ୍ରତି ବ୍ଯବହୃତ ଶବ୍ଦ) — (ଯଥା—ଛାମୁ ବର୍ତ୍ତମାନ ଜୋଗଣଲାଗି ହୋଇଛନ୍ତି।)