ଜୋଖମ୍ଦାର Jokham-dār

  • ଦେ. ବିଣ — ଯାହା ଉପରେ କୌଣସି ଦାୟିତ୍ୱ ଥାଏ; ଦାୟୀ (ବ୍ଯକ୍ତି) — Responsible (person)
  • ଦେ. ବିଣ — ଦାୟିତ୍ୱପୂର୍ଣ୍ଣ (କାର୍ଯ୍ୟ) — (Work) Entailing a grave responsibility
  • ଦେ. ବିଣ — ଯେ ବହୁ କଷ୍ଟ ସହେ — Undergoing much trouble and hardship