ଜୈବାତୃକ Ja̲i̱bātṛuka

  • ସଂ. ବି. (ଜୀବ୍ ଧାତୁ=ବଞ୍ଚିବା+କରଣ ଅତୃକ) — ଚନ୍ଦ୍ର — Moon
  • ସଂ. ବି. (ଜୀବ୍ ଧାତୁ=ବଞ୍ଚିବା+କରଣ ଅତୃକ) — ପୁତ୍ର — Son
  • ସଂ. ବି. (ଜୀବ୍ ଧାତୁ=ବଞ୍ଚିବା+କରଣ ଅତୃକ) — କର୍ପୂର — Camphor
  • ସଂ. ବି. (ଜୀବ୍ ଧାତୁ=ବଞ୍ଚିବା+କରଣ ଅତୃକ) — ଔଷଧ — Medicine
  • ସଂ. ବି — (କର୍ତ୍ତୃ ଅତୃକ) ଦୀର୍ଘାୟୁ — Long lived
  • ସଂ. ବି — କୃଶ — Thin lean