ଜୈତ୍ରମଣି Ja̲i̱tra-maṇi

  • ସଂ. ବି. (କର୍ମଧା; ଜୈତ୍ର+ମଣି) — ଜୟକ୍ଷମ ମଣି; ଜୟକାରକ ମଣି; ଯେଉଁ ମଣିକୁ ପିନ୍ଧିବା ଲୋକ ନିଶ୍ଚେ ଶତ୍ରୁକୁ ଜୟକରେ — A gem said to possess the quality of securing victory to the wearer
  • ସଂ. ବି. (କର୍ମଧା; ଜୈତ୍ର+ମଣି) — ଶତ୍ରୁ ଦର୍ପହାରୀ ଏହି ଜୈତ୍ରମଣି, ଶିରୋମଣିରୂପେ ପିନ୍ଧିବୁ ନୃମଣି। ରାଧାନାଥ, ନନ୍ଦୀକେଶ୍ୱରୀ।