ଜେଲାଟିନ୍ Jelāṭin

  • ବୈଦେ. ବି. (ଇଂ ଜେଲେଟିନ) — ଜୀବଜନ୍ତୁ ଓ ବିଶେଷତଃ ମାଙ୍କଡ଼ ହାଡ଼, କାତି ଓ ଚମଡ଼ାକୁ ସିଝାଇ ପ୍ରସ୍ତୁତ କରିବା ଏକପ୍ରକାର ସ୍ୱଚ୍ଛ ଓ ଚକଚକିଆ ଅଠା — Gelatin
  • ବୈଦେ. ବି. (ଇଂ ଜେଲେଟିନ) — [ଦ୍ର—ଏହାକୁ ପାଣିରେ ବତୁରାଇ ଉଷୁମ କଲେ ଏହା କାଦୁଆ ଓ ଅଠାଳିଆ ହୁଏ, ଏବଂ ଶୁଖି ଗଲେ ଟାଣୁଆ ହୁଏ। ଏଥିରେ ନାନା ଖେଳଣା ଓ ଛତା ଆଦିର ବେଣ୍ଟ ତିଆରି ହୁଏ ଓ ଏହା ଫଟୋଗ୍ରାଫ୍ କାର୍ଯ୍ୟରେ ବ୍ଯବହୃତ ହୁଏ।]