ଜେର୍ ଗଡ଼ାଇବା Jer gaṟḍ̠āibā

  • ଦେ. କ୍ରି — ହିସାବ ଖାତାର ପୂର୍ବପୃଷ୍ଠାର ସର୍ବନିମ୍ନରେ ମୋଟ ହୋଇଥିବା ସଂଖ୍ୟାକୁ ଅପର ପୃଷ୍ଠାର ଅଗ୍ରକୁ ଆଣି ଲେଖିବା — To carry over an account or figure from the foot of the last page to the top of the next page