ଜେରୁଜାଲମ୍ Jerujālam

  • ବୈଦେ. ବି. (ହେବ୍ରୁ ନାମ ଜେରୁସାଲେମ୍) — ଯିଶୁଖ୍ରୀଷ୍ଟ ଯେଉଁ ନଗରରେ ଜନ୍ମିଥିଲେ; ଆସିଆ ମହାଦେଶସ୍ଥ ତୁରସ୍କର ଗୋଟିଏ ନଗର; ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମସ୍ଥାନ — Jerusalem; the birth-place of Jesus Christ