ଜେନାମଣି Jenāmaṇi

  • ଦେ. ବି — ରାଜପୁତ୍ର — A prince
  • ଦେ. ବି — ଯୁବରାଜ — The heir-apparent to the throne
  • ଦେ. ବି — ଅରଜୁନଙ୍କୁ ଦୁଃଶାସନ ଜେନାମଣି ତୁମ୍ଭର ଆଗୁଳି ବିନ୍ଧିଲେ ଶରଶ୍ରେଣୀ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।