ଜେତା Jetā

  • ସଂ. ବିଣ. ପୁଂ. (ଜି ଧାତୁ=ଜୟ କରିବା+କର୍ତ୍ତୃ. ତ. 1 ମା. 1 ବ) — ଯେ ଜୟ କରିଥାଏ — Conquering
  • ସଂ. ବିଣ. ପୁଂ. (ଜି ଧାତୁ=ଜୟ କରିବା+କର୍ତ୍ତୃ. ତ. 1 ମା. 1 ବ) — ଜୟଯୁକ୍ତ; ଜୟଶୀଳ — Victorious
  • ସଂ. ବି — ବିଷ୍ଣୁ (ହି. ଶବ୍ଦସାଗର) — A name of Bishṇu
  • ସଂ. ବି — ଜୟଲାଭ କରିଥିବା ବ୍ଯକ୍ତି — Conqueror; victor