ଜେଠ ଶଶୁର Jeṭha ṡaṡura

  • ଗ୍ରା. ବି. ପୁଂ. (ସଂ. ଜ୍ଯେଷ୍ଠ+ଶ୍ୱଶୁର) — ସ୍ୱାମୀ ବା ସ୍ତ୍ରୀଙ୍କ ଜ୍ଯେଷ୍ଠତାତ — Father-in-law's elder brother