ଜୂ Jū
- ବୈ. ବି (ଫା. ଜୁ) — ଜୁ (ଦେଖ) — Ju (See)
- ସଂ. ବି (ଜୁ ଧାତୁ=ବେଗରେ ଗମନ କରିବା) — (+ଅଧିକରଣ. କ୍ୱିପ୍)—ଆକାଶ — The sky
- ସଂ. ବି (ଜୁ ଧାତୁ=ବେଗରେ ଗମନ କରିବା) — (+କତ୍ତୃ. କ୍ୱିପ୍)—ସରସ୍ୱତୀ — The Goddess of learning
- ସଂ. ବି (ଜୁ ଧାତୁ=ବେଗରେ ଗମନ କରିବା) — ପିଶାଚୀ — Demoness
- ସଂ. ବି (ଜୁ ଧାତୁ=ବେଗରେ ଗମନ କରିବା) — (+ଭାବ. କ୍ୱିପ୍) ଶୀଘ୍ର ଗମନ — Swift movement