ଜୁଡ଼ିଦାର୍ Juṟḍ̠idār

  • ପ୍ରାଦେ. (ବାଲେଶ୍ୱର) ବି — ଗାଡ଼ିରେ ଏକ ସଙ୍ଗେ ଲାଗିବା ଜୋଡ଼ାଏ ଘୋଡ଼ାରୁ ଗୋଟିଏ — One of a pair (of horses for a carriage)
  • ଦେ. ବିଣ — ଯେଉଁ ଗାଡ଼ିରେ ଜୋଡ଼ାଏ ଘୋଡ଼ା ଲାଗି ଥାଆନ୍ତି — (a carriage) Drawn by a pair of horses