ଜୁଡ଼ି ହଙ୍କେଇବା Juṟḍ̠i haṇkeibā
- ପ୍ରାଦେ. (ମେଦିନୀପୁର, ବାଲେଶ୍ୱର) କ୍ରି — ବଗିରେ ଯୋଚା ହୋଇଥିବା 2 ଟି ଘୋଡ଼ାଙ୍କୁ ନିୟନ୍ତ୍ରିତ କରି ଗାଡ଼ି ଚଳାଇବା — ବଗିରେ ଯୋଚା ହୋଇଥିବା2ଟି ଘୋଡ଼ାଙ୍କୁ ନିୟନ୍ତ୍ରିତ କରି ଗାଡ଼ି ଚଳାଇବା— . To drive a pair of horses attached to a carriage; to drive a coach and a pair
- ପ୍ରାଦେ. (ମେଦିନୀପୁର, ବାଲେଶ୍ୱର) କ୍ରି — ଜୋଡ଼ିଏ ଘୋଡ଼ା ଲାଗିଥିବା ଗାଡ଼ିରେ ଚଢ଼ି ବୁଲିବା — To use a coach driven by a pair of horses
- ପ୍ରାଦେ. (ମେଦିନୀପୁର, ବାଲେଶ୍ୱର) କ୍ରି — [ଦ୍ର—ସେ ଜୋଡ଼ି ହଙ୍କାଇଲେଣି=ସେ ଖୁବ୍ ବଡ଼ଲୋକ ହେଲେଣି।]