ଜୁଲ୍ପିକଟା Jul-pi-kaṭā

  • ଦେ. ବି — କେଶ ବିନ୍ୟାସ କରିବା ସମୟରେ କାନ ଓ ଚକ୍ଷୁ କୋଣ ମଧ୍ୟରେ କେରାଏ ଲେଖାଏଁ ବାଳ ବା କଲ୍ଲୀ ଛାଡ଼ିବା — To have a curl or ringlet of hair hanging down the sides between the eye and the ear
  • ଦେ. ବି — ଗାଲମୁଛା — Whiskers
  • ବିଣ — କଲ୍ଲୀ ଲମ୍ବାଯାଇ ବିନସ୍ତ୍ୟ ହୋଇଥିବା କେଶଯୁକ୍ତ — With a curl or ringlet of hair descending in front of the ear